ସମ୍ପର୍କୀୟ ଅଧ୍ୟକ୍ଷ୍ୟତା - ୧୦୦ ଜଣଙ୍କ ତାଲିକା
ଈଶ୍ୱର ଆମକୁ ଆବଶ୍ୟକ ଥିବା "ଯାଅ ଏବଂ ଶିଷ୍ୟକର" ନିମନ୍ତେ ସମ୍ପର୍କାୟମାନଙ୍କୁ ଆଗରୁ ହିଁ ପ୍ରଦାନ କରିଛନ୍ତି । ଏମାନେ ହେଉଛନ୍ତି ଆମର ପରିବାର, ବନ୍ଧୁମାନେ, ପଡ଼ୋଶୀମାନେ, ସହକର୍ମୀମାନେ ଏବଂ ସହପାଠୀମାନେ - ଆମ ସାରା ଜୀବନରେ ଜାଣିଥିବା ଲୋକମାନେ, ଲୋକମାନେ ଯେଉଁମାନଙ୍କୁ ଆମେ ବର୍ତ୍ତମାନ ସାକ୍ଷାତ କରିଛୁ । ଈଶ୍ୱର ଆମ୍ଭମାନଙ୍କର ଜୀବନରେ ପ୍ରଦାନ କରିଥିବା ଲୋକମାନଙ୍କ ସହିତ ବିଶ୍ୱସ୍ତ ରହିବା ଶିଷ୍ୟ ବୃଦ୍ଧିକରିବା ନିମନ୍ତେ ପ୍ରଥମ ପଦକ୍ଷେପ ଅଟେ । ଏବଂ ଏହା ଏକ ତାଲିକା ପ୍ରସ୍ତୁତ କରିବାର ଏକ ସରଳ ପଦକ୍ଷେପ ସହିତ ଆରମ୍ବ ହୋଇପାରେ ।
୧୦୦ର ତାଲିକା ଡାଉନ୍ଲୋଡ୍ କରନ୍ତୁ, ଏବଂ ଈଶ୍ୱର ଦେଇଥିବା ସମ୍ପର୍କୀୟମାନଙ୍କୁ ଭଲ ଭାବରେ ବୁଝିବା ପାଇଁ ଏହାକୁ ପୁରଣ କରନ୍ତୁ ।
ନିଜକୁ ପଚାରନ୍ତୁ
- ଏହି ତାଲିକାରେ ଥିବା କେଉଁ ନାମ ଗୁଡ଼ିକ ସହ ଆପଣ ଆସନ୍ତା ୨୪ ଘଣ୍ଟତ ମଧ୍ୟରେ ଆପଣଙ୍କର ସାକ୍ଷ୍ୟ କିମ୍ବା ଈଶ୍ୱରଙ୍କ ବିଷୟରେ ଭାଗୀଦାର କରି ପାରିବେ ?
- ସପ୍ତାହର କେଉଁ ନିୟମିତ ସମୟରେ ଏହି ତାଲିକାକୁ ସମୀକ୍ଷା କରି ପାରିବେ ଏବଂ ଆପଣଙ୍କ ବ୍ୟକ୍ତିଗତ ନେଟ୍ୱାର୍କ୍ କୁ ଆତ୍ମିକ ଭାବେ ନିୟୋଯିତ କରିବା ପାଇଁ ପଦକ୍ଷେପ ନେଇ ପାରିବେ ?
ଆଜିହିଁ ଯୁମେ ପ୍ରଶିକ୍ଷଣ ଆରମ୍ଭ କରନ୍ତୁ
ଏହା ସମ୍ପୂର୍ଣ୍ଣ ମାଗଣା, ଏବଂ ଆପଣ ଯେକୌଣସି ସମୟରେ ଆରମ୍ଭ କରିପାରିବେ—ଆପଣ ଯେଉଁଠି ଥାନ୍ତୁ, ନିଜ ଗତିରେ ଆଗକୁ ବଢ଼ନ୍ତୁ ।
ମାଗଣାରେ ପଞ୍ଜିକରଣ କରନ୍ତୁ