ଶିଷ୍ୟ କରିବାପ୍ରଶିକ୍ଷଣଯୀଶୁଙ୍କ ଅନୁସରଣକାରୀମାନଙ୍କର ଗୋଷ୍ଠୀମାନଙ୍କ ପାଇଁ
ମାଗଣାରେ ପଞ୍ଜିକରଣ କରନ୍ତୁଯୀଶୁଙ୍କ ଭଳି ହୋଇଯିବା... ଏକାଠି
ସମୀକ୍ଷା
- ଗୋଷ୍ଠୀ ଆଲୋଚନା
- ସ୍ୱୟଂ ସହାୟକ
- ଅଭ୍ୟାସ ଭିତ୍ତିକ
- 32 ଧାରଣା ଏବଂ ଦକ୍ଷତା
- ୨୦ ଘଣ୍ଟିଆ ପ୍ରଶିକ୍ଷଣ
ମାଗଣା. ଯେକୌଣସି ସମୟରେ. ଯେକୌଣସି ସ୍ଥାନରେ।
ଅନ୍ତର୍ଦୃଷ୍ଟି ଲାଭ କରିବା..।
ଜଣେ ଶିଷ୍ୟ ହେବା
- ଜଣେ ଶିଷ୍ୟ କ'ଣ?
- ମଣ୍ଡଳୀ କ'ଣ ?
- ଆଧ୍ୟାତ୍ମିକ ଅଭିବୃଦ୍ଧିର ଚାବି
- ବ୍ୟକ୍ତିଗତ ବାଇବଲ ଅଧ୍ୟୟନ
- ଶକ୍ତିଶାଳୀ ପ୍ରାର୍ଥନା ଜୀବନ
- ଆଜ୍ଞାବହ ବିଶ୍ବାସର ଶକ୍ତି
ଶିଷ୍ୟ ନିର୍ମାଣ
- ଈଶ୍ବରଙ୍କ କାହାଣୀ ବାଣ୍ଟିବା
- ନିଜ କାହାଣୀ କହିବା
- ସନ୍ଧାନକାରୀଙ୍କୁ ନିୟୋଜିତ କରିବା
- ଦର୍ଶନ ପ୍ରସ୍ତାବନା ବିସ୍ତାର କରିବା
- ଏକ ସରଳ ମଣ୍ଡଳୀର ନେତୃତ୍ୱ
- ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେବା
ସାଧାରଣ ଲୋକ । ସରଳ ପଦକ୍ଷେପ ।
ଏହା କିପରି କାର୍ଯ୍ୟ କରେ
ମାଗଣା ପଞ୍ଜୀକରଣ ଆପଣଙ୍କୁ ସମସ୍ତ ପ୍ରଶିକ୍ଷଣ ସାମଗ୍ରୀ ଏବଂ ଅନଲାଇନ୍ କୋଚିଂ ପାଇଁ ସପୂର୍ଣ୍ଣ ପ୍ରବେଶ ପ୍ରଦାନ କରେ ।
ଶିକ୍ଷଣୀୟ ଭିଡ଼ିଓ ଆପଣଙ୍କ ଗୋଷ୍ଠୀକୁ ଶିଷ୍ୟମାନଙ୍କୁ ବହୁଗୁଣିତ କରିବାର ମୌଳିକ ନିୟମ ବୁଝିବାରେ ସାହାଯ୍ୟ କରେ ।
ଗୋଷ୍ଠୀ ଆଲୋଚନା ଆପଣଙ୍କ ଗୋଷ୍ଠୀକୁ କ'ଣ ବଣ୍ଟାଯାଉଥିବା ବିଷୟରେ ଚିନ୍ତା କରିବାରେ ସାହାଯ୍ୟ କରେ ।
ସରଳ ଅଭ୍ୟାସ ଆପଣଙ୍କ ଗୋଷ୍ଠୀକୁ ଆପଣ ଶିଖୁଥିବା ବିଷୟକୁ ପ୍ରୟୋଗ କରିବାରେ ସାହାଯ୍ୟ କରେ ।
ଅଧିବେଶନ ଆହ୍ୱାନ ଆପଣଙ୍କ ଗୋଷ୍ଠୀକୁ ଅଧିବେଶନ ମଧ୍ୟରେ ଶିଖିବା ଏବଂ ବୃଦ୍ଧି କରିବାରେ ସାହାଯ୍ୟ କରେ।
ଆପଣଙ୍କ ନିଜ ପ୍ରଶିକ୍ଷଣ ସୃଷ୍ଟି କରନ୍ତୁ
କିଛି ବନ୍ଧୁଙ୍କୁ ଏକତ୍ରିତ କରନ୍ତୁ କିମ୍ବା ଏକ ଛୋଟ ଗୋଷ୍ଠୀ ସହିତ ଏହି ପାଠ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ । ନିଜସ୍ୱ ପ୍ରଶିକ୍ଷଣ ଗୋଷ୍ଠୀ ସୃଷ୍ଟି କରନ୍ତୁ ଏବଂ ଆପଣଙ୍କ ଅଗ୍ରଗତି ଉପରେ ନଜର ରଖନ୍ତୁ ।
ସୃଷ୍ଟି କରନ୍ତୁଅଭିଜ୍ଞ
ଯଦି ଆପଣ ବର୍ତ୍ତମାନ ଏକ ଗୋଷ୍ଠୀ ଏକାଠି କରିପାରିବେ ନାହିଁ, ତେବେ ଏକ ଅଭିଜ୍ଞ ଯୁମେ କୋଚ୍ ଙ୍କ ନେତୃତ୍ୱରେ ଆମର ଅନଲାଇନ୍ ପ୍ରଶିକ୍ଷଣ ଗୋଷ୍ଠୀରେ ଯୋଗଦେବାକୁ ବିଚାର କରନ୍ତୁ ।
ଯୋଗ ଦିଅନ୍ତୁଏକ କୋଚ ଅନୁରୋଧ କରନ୍ତୁ
ଆମେ ଆପଣଙ୍କୁ ମାଗଣା ଯୁମେ କୋଚ୍ ଙ୍କ ସହ ଯୋଡି ପାରିବା ଯିଏ ଆପଣଙ୍କୁ ପ୍ରଶିକ୍ଷଣ ବୁଝିବା ଏବଂ ଫଳପ୍ରଦ ଶିଷ୍ୟ ହେବା ପାଇଁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ।
ସାହାଯ୍ୟ ପ୍ରାପ୍ତ କରନ୍ତୁବାସ୍ତବ ଲୋକ... ବାସ୍ତବ କାହାଣୀ ।

ଯୁମେ = ଖମୀର
ଯୁମେର ଅର୍ଥ ଗ୍ରୀକ୍ ଭାଷାରେ ଖମୀର । ମାଥିଉ ୧୩:୩୩ରେ ଯୀଶୁ ଏହି କଥା କହିଛନ୍ତି, "ସ୍ୱର୍ଗରାଜ୍ୟ ଖମୀର ସଦୃଶ, ଯାହାକୁ ଜଣେ ସ୍ତ୍ରୀ ଲୋକ ନେଇ ବହୁତ ଗୁଡ଼ିଏ ମଇଦା ମଧ୍ୟରେ ଘୋଡ଼ାଇ ରଖିଲା, ଆଉ ଶେଷରେ ତାହା ସମସ୍ତ ଖମୀରମୟ ହେଲା ।" ଏହା ଦର୍ଶାଏ ଯେ କିପରି ସାଧାରଣ ଲୋକମାନେ, ସାଧାରଣ ସମ୍ବଳ ବ୍ୟବହାର କରି କିପରି ଈଶ୍ବରଙ୍କ ରାଜ୍ୟ ପାଇଁ ଅସାଧାରଣ ପ୍ରଭାବ ପକାଇପାରିବେ । ଆମ ପିଢ଼ି ମଧ୍ୟରେ ଶିଷ୍ୟମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇ ସମଗ୍ର ପୃଥିବୀକୁ ପରିପୂର୍ଣ୍ଣ କରିବା ପାଇଁ ଜୁମେ ସାଧାରଣ ବିଶ୍ବାସୀମାନଙ୍କୁ ସଜ୍ଜିତ ଓ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି ।